କ୍ୟାପିଟାଲ ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ କଲା ବିଜେପି

କୋଭିଡ୍‌ ହସ୍ପିଟାଲ ସମ୍ପର୍କରେ ଅଡିଓ ଭାଇରାଲ ଘଟଣା ଭୁବନେଶ୍ବର: କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ ଆଜି ଡିସିପିଙ୍କ ନିକଟରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଟିଭି ଚ୍ୟାନେଲ ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି, ଭାଇରାଲ୍ ଅଡିଓ ମାମଲାରେ ଦସ୍ତାବିଜ୍ ଦାଖଲ କରିବା ଲାଗି ସେମାନଙ୍କୁ ନୋଟିସ୍ କରାଯାଇଥିଲା। ରାତି ଅଧରେ କ୍ୟାପିଟାଲ ଥାନାଧିକାରୀ ଶ୍ରୀ ଚକ୍ରବର୍ତ୍ତୀ ନୋଟିସ୍ କରିବା ସହ ଦସ୍ତାବିଜ୍ ଦାଖଲ … Continue reading କ୍ୟାପିଟାଲ ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ କଲା ବିଜେପି